ମୂତ୍ରଳା Mūtraḻā

  • ସଂ. ବି. (ମୂତ୍ର+ବହୁଳାର୍ଥେ. ଳ+ଆ) — କାକୁଡି — Cucumber
  • ସଂ. ବି. (ମୂତ୍ର+ବହୁଳାର୍ଥେ. ଳ+ଆ) — [ଦ୍ର—ଏହାକୁ ଖାଇଲେ ପ୍ରସ୍ରାବ ବୃଦ୍ଧି ହୁଏ।]
  • ସଂ. ବିଣ. ସ୍ତ୍ରୀ — ମୂତ୍ରଳର ସ୍ତ୍ରୀଲିଙ୍ଗ — Feminine of Mūtraḻa