ମୂତ୍ର ବିଜ୍ଞାନ Mūtra bijn̄āna

  • ସଂ. ବି — ମୂତ୍ର ପରୀକ୍ଷା ସମ୍ବନ୍ଧୀୟ ଆୟୁର୍ବେଦୀୟ ଗ୍ରନ୍ଥ— ବିଶେଷ — Name of a Sanscrit treatise on the examination of urine
  • ସଂ. ବି — [ଦ୍ର—ଏହା ଜାତୁକର୍ଣ୍ଣ ଋଷିଙ୍କ ପ୍ରଣୀତ; ଏଥିରେ ମୂତ୍ର ପରୀକ୍ଷା କରିବାର ନାନା ପ୍ରଣାଳୀ ବର୍ଣ୍ଣିତ ହୋଇଅଛି। ଚରକ, ସୁଶ୍ରୁତ ଆଦିରେ ଏ ବିଷୟର ବିଶେଷ ଆଲୋଚନା ହୋଇ ନାହିଁ—ହି. ଶ।]
  • ସଂ. ବି — ଯେଉଁ ଜ୍ଞାନ ବା ବିଦ୍ୟାବଳରେ ମୂତ୍ରର ନାନାଭେଦ, ମୂତ୍ରର ଦୋଷାଦୋଷ ଓ ମୂତ୍ର ପରୀକ୍ଷା ଆଦି ମୂତ୍ର ବିଷୟକ ଜ୍ଞାତବ୍ୟ ବିଷୟ ଜଣା ଯାଏ — The science of examining the urine