ମୂତ୍ର ପତନ Mūtra patana

  • ସଂ. ବି — (ପୁରୀଷ ନିରୋଧ କାରଣରୁ ଏହାର ସତତ ମୂତ୍ର ପତନ ହୁଏ—ବିଶ୍ୱକୋଷ) ଗନ୍ଧମାର୍ଜ୍ଜାର; ଶାଳିଆପତନୀ (ରାଜନିର୍ଘଣ୍ଟ) — The musk cat
  • ସଂ. ବି — ଚୁଚୁନ୍ଦ୍ରା — The mole
  • ସଂ. ବି — ମୂତ୍ରଦ୍ୱାରରୁ ପ୍ରସ୍ରାବ ବାହାରିବା — Micturition