ମୂତ୍ର ଗ୍ରହ Mūtra graba

  • ସଂ. ବି — ଘୋଡାର ମୂତ୍ରରୋଗ ବିଶେଷ — A urinary disease of horses
  • ସଂ. ବି — [ଦ୍ର—ଏ ରୋଗରେ ଘୋଡାମାନଙ୍କର ଅଳ୍ପ ଅଳ୍ପ ଫେନିଳ ମୂତ୍ର ନିର୍ଗତ ହୁଏ—ବିଶ୍ୱକୋଷ।]