ମୂଢ ଚେତାଃ Muṟḍ̠ẖa chetāḥ

  • ସଂ. ବିଣ. ପୁଂ. (ବହୁବ୍ରୀହି; ମୂଢ+ଚେତସ) — ମନ୍ଦମତି; ମୂର୍ଖ — Foolish; stupid
  • ସଂ. ବିଣ. ପୁଂ. (ବହୁବ୍ରୀହି; ମୂଢ+ଚେତସ) — ଯାହାର ବୁଦ୍ଧି ଲୋପ ଘଟିଅଛି — Bewildered; confounded