ମୂକତ୍ୱ Mūkatwa

  • ସଂ. ବି. (ମୂକ+ଭାବ ତା; ତ୍ୱ) — ବାକ୍ଶକ୍ତି ହୀନତା; ଘୁଙ୍ଗାପଣ — Dumbness
  • ସଂ. ବି. (ମୂକ+ଭାବ ତା; ତ୍ୱ) — ଦୀନତା — Pauperism