ମୁଡ଼୍ମୁଡ଼୍ Muṟḍ̠-muṟḍ̠

  • ଦେ. ଅ. (ଧ୍ୱନ୍ୟନୁକରଣ) — ମୁଢ଼ି ଆଦି ଚୋବାଇବା ଶବ୍ଦ — The sound of chewing brittle things (e.g. biscuits.)
  • ଦେ. ଅ. (ଧ୍ୱନ୍ୟନୁକରଣ) — [ଦ୍ର—ଏ ଶବ୍ଦ ମଡ଼ ମଡ଼ ଠାରୁ ଅନୁଚ୍ଚ।]