ମୁହ୍ୟମାନ Muhyamāna

  • ସଂ. ବି. ପୁଂ. (ମୁହ୍ ଧାତୁ+କର୍ତ୍ତୃ. ଆନ) — ଯାହାର ଚିତ୍ତଧାତୁର ବିକୃତି ଘଟିଅଛି; ମୋହ ପ୍ରାପ୍ତ — Infatuated; in a confounded state of mind
  • ସଂ. ବି. ପୁଂ. (ମୁହ୍ ଧାତୁ+କର୍ତ୍ତୃ. ଆନ) — ଅଚେତ ହୋଇଥିବା; ମୋହ ଯାଇଥିବା — Fainted; swooning