ମୁହ୍ଁ ବଁଧ Muhañ bañdha

  • ପ୍ରାଦେ. (ଖଡ଼ିଆଳ) ବି — ଶଗଡ଼ ଚକର ମଧ୍ୟ ପିଣ୍ଡର ବାହାରେ ଦୁଇ ପାଖେ ବୁଲାଯିବା ପତଳା ଲୌହ— ବଳୟ — The iron round the navel of the wheel of a cart