ମୁହୁର୍ତ୍ତକ Muhūrttaka

  • ସଂ. ବି (ମୁହୂର୍ତ୍ତ+ସ୍ୱାର୍ଥେ. କ) — ମୁହୂର୍ତ୍ତ (ଦେଖ) — Muhūrtta (See)
  • ଦେ. ବି — ଏକ ମୁହୁର୍ତ୍ତ ମାତ୍ର କାଳ — One moment only
  • ଦେ. ବି — [ଯଥା—ମୋତେ ଏବେ ମୁହୁର୍ତ୍ତକ ବର୍ଷେ ପରି ଲାଗୁଛି।)