ମୁହୁଁଭୋର୍ Muhuñbhor
- ଗ୍ରା. ବି (ନଉଡ଼ି ଖେଳ ସମୟରେ ଗଉଡ଼ଙ୍କ ବ୍ଯବହୃତ ଶବ୍ଦ) — ସମ୍ମୁଖରୁ ଦିଆଯିବା ଆଘାତ — A stroke dealt from one's front; a frontal blow
- ଗ୍ରା. ବି (ନଉଡ଼ି ଖେଳ ସମୟରେ ଗଉଡ଼ଙ୍କ ବ୍ଯବହୃତ ଶବ୍ଦ) — ବାଗାଡ଼ମ୍ବର — Bragging
- ବିଣ — ମୁହଁ ଫୋଡ଼; ମୁଖର — Pert
- ବିଣ — ବାଗାଡ଼ମ୍ବର ପ୍ରିୟ — Braggart; boastful; fond of bombastics