ମୁହୁଁ ଖଣ୍ଡା Muhuñ khanḍā

  • ଦେ. ବିଣ (ସଂ. ମୁଖର) — ମୁଖର; ମୁଖଣ୍ଡ; ବହୁଭାଷୀ — Talkative; garrulous
  • ଦେ. ବିଣ (ସଂ. ମୁଖର) — କଥା କହିବାରେ ନିର୍ଭୀକ — Fearless in speech