ମୁହାଁଇବା Muhāñibā

  • ପ୍ରାଦେ. (ସମ୍ବଲପୁର, ଗ୍ରାମ୍ୟ) କ୍ରି — ଖାଇବା — To eat
  • ପ୍ରାଦେ. (ସମ୍ବଲପୁର, ଗ୍ରାମ୍ୟ) କ୍ରି — [ଦ୍ର—ଏହି ଶବ୍ଦ କେବଳ ଭାତ ଛଡ଼ା ସବୁ ସ୍ଥଳରେ ବ୍ଯବହୃତ ହୁଏ।]