ମୁହଁରେ ଲାଗି ଯିବା Muhañre lāgij̄ibā

  • ଦେ. କ୍ରି. (ସଂ. ମୁଖ+ଲଗ୍ନ) — ଥରେ ଖାଇ— ଥିବା କୌଣସି ସୁସ୍ୱାଦୁ ଖାଦ୍ୟର ବା ଥରେ ଭୋଗ କରିଥିବା କୌଣସି ସୁଖକର ପଦାର୍ଥର ଭୋଗଜନିତ ସୁଖ ପୁଣି ଆସ୍ୱାଦନ କରିବା ପାଇଁ ଲାଳାୟିତ ହେବା — To hanker after a thing once tasted