ମୁହଁରେ ଫୁଲ ଚନ୍ଦନ ବରଷୁ Muhañre phula chandana barashu

  • ଦେ. ଅ. (ଆଶୀର୍ବଚନ) — ତୋ କଥା ସତ୍ୟ ହେଉ — (Inter) May thy words come true
  • ଦେ. ଅ. (ଆଶୀର୍ବଚନ) — ତୁ ଯେଉଁ କଥା କହିଲୁ ଏଥିପାଇଁ ଈଶ୍ୱର ତୋର ମଙ୍ଗଳ କରନ୍ତୁ — Be thou blessed for what you have said