ମୁହଁରେ ନିଆଁ ଦେବା Muhañre niāñ debā

  • ଦେ. କ୍ରି — ମୃତ ବ୍ଯକ୍ତିର ମୁଖରେ ମୁଖାଗ୍ନି ଦେବା — To set fire to the face of a dead body
  • ଦେ. କ୍ରି — 'ମୁହଁରେ ନିଆଁ' ବୋଲି ଗାଳି ଦେବା — To abuse a person