ମୁହଁରେ ଧରିବା Muhañre dharibā

  • ଦେ. କ୍ରି — କହିବା — To speak
  • ଦେ. କ୍ରି — ଉଚ୍ଚାରଣ କରିବା — To utter
  • ଦେ. କ୍ରି — (ଯଥା—ପାପ କଥା କରିବା ଦୂରେ ଥାଉ ମୁହଁରେ ଧଇଲେ ମଧ୍ୟ ପାପ ହୁଏ)