ମୁହଁରେ ଚୁଣ୍ଟା ମାରିବା Muhañre chuṇṭā māribā
- ଦେ. କ୍ରି (ବ୍ୟଙ୍ଗ) — ତୁନି ହୋଇ ରହିବା — To keep silent
- ଦେ. କ୍ରି (ବ୍ୟଙ୍ଗ) — [ଦ୍ର— କାହାଣୀରେ ବର୍ଣ୍ଣିତ ଅବୁଝାମଣା ରାଜାଙ୍କର ଅଯୋଗ୍ୟ ବା ନିର୍ବୁଦ୍ଧିଆ "ପାଳବିଣ୍ଡା ମନ୍ତ୍ରୀ''ଙ୍କ ମୁଁହରୁ କାଳେ ବୁଦ୍ଧି ବାହାରି ପଡ଼ିବ, ଏଥିପାଇଁ ସେ ସବୁବେଳେ ପାଟିରେ "ପାଳବିଣ୍ଡା" ମାରି ଥାଆନ୍ତି ଓ କଥା କହିବାର ଆବଶ୍ୟକ ହେଲେ ସେ ବିଣ୍ଡାଟି ପାଟିରୁ କାଢ଼ି ଦେଇ କଥା କହି ସାରି ପୁଣି ତତ୍କ୍ଷଣାତ୍ ମୁହଁରେ ପଳବିଣ୍ଡାଟି ମାଡ଼ି ଦିଅନ୍ତି। ଏହି କାହାଣୀକୁ ଲକ୍ଷ୍ୟ କରି ବ୍ଯବହୃତ।]