ମୁହଁରେ ଖଇ ଫୁଟିବା Muhañre khai phuṭibā

  • ଦେ. ବି — (ଧାନକୁ ଭାଜିବା ସମୟରେ ଭଜା— ଭଜି ହାଣ୍ଡରେ ଖଇ ଫୁଟିବା ପରି) ମୁହଁରୁ ଅଜସ୍ର ଧାରାରେ ବାକ୍ସ୍ରୋତଃ ବାହାରିବା — Talking without a halt or stop talking glibly