ମୁହଁରେ କାଳି ଦେବା Muhañre kāḻi debā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଅପମାନିତ ଓ ଅପଦସ୍ଥ କରିବା — To put a person to disgrace
  • ଦେ. କ୍ରି — [ଦ୍ର—ପୂର୍ବେ ଦଣ୍ଡରୂପେ ଅପରାଧୀ ବ୍ଯକ୍ତିର ମୁହଁର ଏକ ପାଖରେ ଚୂନ ଓ ଏକ ପାଖରେ କଳା ବୋଳି କିମ୍ବା ମୁହଁ ଯାକ କଳା ବୋଳି ତାକୁ ଦାଣ୍ଡରେ ବୁଲାଉ ଥିଲେ।]