ମୁହଁରୁ ନାଳ ବହିବା Muhan̄ru nāḻa bahibā
- ଦେ. ବି (ସଂ. ମୁଖ+ଲାଳ+ବହ ଧାତୁ) — ମୁଖରୁ ନାଳ ସ୍ରବିବା — Salivation; watering of the mouth
- ଦେ. ବି (ସଂ. ମୁଖ+ଲାଳ+ବହ ଧାତୁ) — ସମ୍ମୁଖରେ ଖାଦ୍ୟାଦି ପଦାର୍ଥ ଦେଖି ଲାଳାୟିତ ହେବା — Hankering after or longing for a dainty dish brought to one's presence
- ଦେ. ବି (ସଂ. ମୁଖ+ଲାଳ+ବହ ଧାତୁ) — କୌଣସି ବସ୍ତୁ ଭୋଗ କରିବାକୁ ମନ ରବେଇ ଖବେଇ ବା ଅସମ୍ଭାଳ ହେବା; ଅନ୍ୟର ଭୋଗ ଦେଖି ଅନ୍ୟର ଭୁକ୍ତ ବସ୍ତୁ ପ୍ରତି ପ୍ରବଳ ସ୍ପୃହା ଜନ୍ମିବା — An incontrollable longing for a thing enjoyed by another