ମୁହଁକୁ ମୁହଁ ନ ଦିଶିବା Muhañku muhañ na diṡibā

  • ଦେ. ବି (ଅନ୍ଧକାର ଯୋଗୁଁ) ସମ୍ମୁଖରେ ଠିଆ ହୋଇଥିବା ବ୍ଯକ୍ତିଦ୍ୱୟ, ପରସ୍ପର ମୁଖ ଦେଖି ନ ପାରିବା; କିଟିକିଟିଆ ଅନ୍ଧାର — Pitch darkness