ମୁହଁକୁ ଚାହିଁବା Muhañku chāhiñbā

  • ଦେ. କ୍ରି — ପରର ମୁଖାପେକ୍ଷୀ ହେବା — 1. To slavishly depend upon another's pleasure
  • ଦେ. କ୍ରି — ପ୍ରିୟ ବ୍ଯକ୍ତିର ମୁଖାବଲୋକନ କରି ଶାନ୍ତି ବା ସୁଖ ପାଇବା — To have peace of mind or happiness by having a look at the face of one's near and dear one's
  • ଦେ. କ୍ରି — (ଲକ୍ଷଣାର୍ଥ) ଅନ୍ଯ ବ୍ଯକ୍ତିର ଉପ୍ରୋଧ କରିବା; ଅନ୍ୟର ମୋହବତ୍ ରକ୍ଷା କରିବା — (figurative) To show regard for the feeling of another