ମୁହଁ ହଲେଇବା Muhañ haleibā

  • ଦେ. କ୍ରି — ଅସମ୍ମତିର ଚିହ୍ନ ସ୍ୱରୂପମୁଖକୁ ଚାଳନ କରିବା — To wag the face to indicate denial
  • ଦେ. କ୍ରି — (ବ୍ୟଙ୍ଗ) ତାରିଫ୍ ପୂର୍ବକ କଥା କହିବା — To nod the head while boasting
  • ଦେ. କ୍ରି — ଗେହ୍ଲାଇ ହୋଇ କଥା କହିବା — To nod the head while speaking in a coquettish manner
  • ଦେ. କ୍ରି — ଆପଣାର ମୁଖର ସୌନ୍ଦର୍ଯ୍ଯ ପ୍ରତି ବା କର୍ଣ୍ଣାଦିରେ ପିନ୍ଧୁ- ଥିବା ଅଳଙ୍କାର ପ୍ରତି ଅନ୍ଯ ଲୋକଙ୍କର ଦୃଷ୍ଟି ପଡ଼ିବ ଏହି ଉଦ୍ଦେଶ୍ୟ ମନରେ ରଖି (ରସିକ ଓ ରସିକା) କଥା କହିଲା ବେଳେ ଇତସ୍ତତଃ ମୁଖ ଚାଳନ କରିବା — To wag one's head to show off the charm of the face or of the ornament worn on the ear etc