ମୁହଁ ସେମଟ Muhañ semaṭā

  • ଦେ. ବି — ମୁହଁ ଶୁଖାଇବା; ଅନାହାର; କ୍ଳେଶ, ଭୟ ବା ଦୁଃଖ ଯୋଗୁଁ ବଦନକୁ ବିରସ କରିବା — Assuming of a sorrowful countenance
  • ଦେ. ବିଣ. ବିରସମୁହାଁ। (ବ୍ଯକ୍ତି) — Having a downcast look