ମୁହଁ ସୁଆଦି Muhañ suādi
- ଦେ. ବି—(ସଂ. ମୁଖସ୍ୱାଦ) — ଭୋଜନ ଶେଷରେ ମିଷ୍ଟାନ୍ନ ଗ୍ରହଣ ପୂର୍ବକ ମୁଖଦ୍ୱାରା ମଧୁର ସ୍ୱାଦ ଗ୍ରହଣ; ତୁଣ୍ଡ ସୁଆଦ — Taking of something sweet at the end of a meal to keep the mouth tasteful
- ବିଣ — ଯେଉଁ ବସ୍ତୁଦ୍ୱାରା ମୁଖ ସୁସ୍ୱାଦଯୁକ୍ତ ହୁଏ — Delicious; tasteful
- ବିଣ — ମଧୁର ଭାଷୀ — Of sweet discourse or speech