ମୁହଁ ସୁଆଦିଆ Muhañ suādiā

  • ଦେ. ବିଣ. ପୁଂ — ମଧୁରଭାଷୀ; ବଚନମଧୁର — Sweet-speaking
  • ଦେ. ବିଣ. ପୁଂ — (ବ୍ୟଙ୍ଗ) ଯାହାର ମଧୁରତା କେବଳ ବଚନରେ ପର୍ଯ୍ଯବସିତ; କଅଁଳକୁହା — (ironical) One whose sweetness is confied to his speech only; honey-tongued
  • ଦେ. ବିଣ. ପୁଂ — ମଧୁର; ମିଠା — Sweet in taste