ମୁହଁ ଲୁଚା Muhañ luchā

  • ଦେ. ବି — ବିବାହର ଆଠମଙ୍ଗଳା ଦିନ କନ୍ଯା ଓ ବରଙ୍କର ପରସ୍ପର ଦେଖା ନ ହେବା ଉଦ୍ଦେଶ୍ୟରେ କନ୍ୟାକୁ ଅନ୍ଯ ଘରେ ଲୁଚାଇ କରି ରଖିବାର ରୀତି — The custom of keeping the bride concealed in a separate house on the 8th day of the marriage to prevent the groom from seeing her face, which is considered inauspicious
  • ଦେ. ବି — [ଦ୍ର—ବିବାହର ସାତମଙ୍ଗଳାର ପରଦିନ ବର ଓ କନ୍ୟାଙ୍କର ସାକ୍ଷାତ୍ ହେବା ଅଶୁଭକର। ଏଥିପାଇଁ ଯେଉଁଠାରେ କନ୍ୟାକୁ ସାତମଙ୍ଗଳାର ବାସୀଦିନ ପିତ୍ରାଳୟକୁ ପଠା ନ ଯାଏ ସେଠାରେ କନ୍ୟାକୁ ସେହିଦିନକ ପାଇଁ ବର ଘରଠାରୁ ନେଇ କୌଣସି ପ୍ରତିବେଶୀଙ୍କ ଘରେ ଲୁଚାଇ କରି ରଖାଯାଏ।]