ମୁହଁ ଲଗେଇବା Muhañ lageibā
- ଦେ. କ୍ରି — ଆକ୍ରମଣ କରି କାମୁଡ଼ିବା — To bite
- ଦେ. କ୍ରି — ଚୁମ୍ବନ କରିବା — To kiss
- ଦେ. କ୍ରି — କଥା କହିବା — To speak to
- ଦେ. କ୍ରି — (ଉ—ମୁହଁ ନ ଲଗାଅ ଏହି ଥିଟକୁ, ଭଲ ବୁଝିଛକି ଏହି ଖଣ୍ଟକୁ। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।)
- ଦେ. କ୍ରି — ଧୀରେ କାମୁଡ଼ିବା — To bite softly
- ଦେ. କ୍ରି — କୌଣସି ବ୍ଯକ୍ତିକୁ ଥରେ ସୁଫଳ ଦେବା ଦ୍ୱାରା ତାକୁ ଭବିଷ୍ୟତ ପାଇଁ ଆଶ୍ୱାନିତ କରାଇବା; ଉତ୍ସାହିତ କରିବା — To engender hope in a person's mind by making him succeed once; to encourage a person