ମୁହଁ ରଙ୍ଗେଇବା Muhañ raṅgeibā
- ଦେ. କ୍ରି — ରାଗ ହେବା; ରାଗି ଯିବା; କ୍ରୋଧରେ ରକ୍ତ ମୁଖ ହେବା — (One's face) To become red with anger or rage
- ଦେ. କ୍ରି — [ଦ୍ର—ପ୍ରବଳ କ୍ରୋଧ ଜାତ ହେଲେ ମୁହଁ ଆରକ୍ତି ହୋଇ ଉଠେ।]
- ଦେ. କ୍ରି — ରଙ୍ଗ ଆଦିଦ୍ୱାରା ମୁଖକୁ ରଞ୍ଜିତ କରିବା — To paint one's face