ମୁହଁ ରଖିବା Muhañ rakhibā

  • ଦେ. କ୍ରି. (ସଂ. ମୁଖରକ୍ଷା) — କୌଣସି ବ୍ଯକ୍ତିର ମାନ ରକ୍ଷା କରିବା — To save the prestige of a person
  • ଦେ. କ୍ରି. (ସଂ. ମୁଖରକ୍ଷା) — ଯେପରି ଲଜ୍ଜାରେ ମୁହଁ ତଳକୁ ନ ହୁଏ ସେପରି କରିବା — To save the face of a person
  • ଦେ. କ୍ରି. (ସଂ. ମୁଖରକ୍ଷା) — ଉପ୍ରୋଧ ରକ୍ଷା କରିବା — To show regard to the feelings or request of a person