ମୁହଁ ମୋଡ଼ା Muhañ morḍā
- ଦେ. ବିଣ — ବିକୃତମୁଖ — Of contracted face
- ଦେ. ବିଣ — ଯାହାର ମୁହଁ ଏକ ପାଖକୁ ବଙ୍କା ହୋଇଥାଏ — Having the face turned to one side
- ଦେ. ବିଣ — [ଉ— ସେ ଘାତରେ ବାକି ଯୁଦ୍ଧରେ ମୁହଁ ମୋଡ଼ା, ହୋଇ ମହୀ— ଦେଶରେ କଲେ ମୁଣ୍ଡ ଗଡ଼ା। କୃଷ୍ଣସିଂହ. ମହାଭାରତ. ବନ।
- ଦେ. ବିଣ — ଯେଉଁ ବ୍ଯକ୍ତି ବିରକ୍ତି ପ୍ରକାଶ କରି ନିଜର ମୁହଁକୁ ମୋଡ଼ି ଦିଏ — (a person) Habituated to draw away his face (as a sign of dislike)
- ଦେ. ବି — ମୁହଁକୁ ବିରକ୍ତିରେ ଏକ ପାଖକୁ ବଙ୍କା କରିବା — Drawing away of one's face in displeasure