ମୁହଁ ମେଲେଇବା Muhañ meleibā

  • ଦେ. କ୍ରି — ମୁଖ ବ୍ୟାଦାନ କରିବା — To open one's mouth; to yawn
  • ଦେ. କ୍ରି — ମୁଖ ଖୋଲିବା; କଥା କହିବା — To speak out