ମୁହଁ ମାଡ଼ିବା Muhañ māṟḍ̠ibā
- ଦେ. କ୍ରି — ମୁଖକୁ ଅବନତ କରିବା; ମୁଖକୁ ତଳକୁ ପୋତିବା — To droop down one's head
- ଦେ. କ୍ରି — ତଳକୁ ମୁହଁ କରିବା — To lower one's face; to look to the ground
- ଦେ. କ୍ରି — ମୁଖକୁ ତକିଆରେ ବା ବିଛଣାରେ ବା ଭାତ କଂସାରେ ସଂଲଗ୍ନ କର୍ମକୁ ଆଦରି କରିବା — To put one's head on a pillow, a bed or a food-pot