ମୁହଁ ଭିଡ଼ିବା Muhañ bhiṟḍ̠ibā
- ଦେ. କ୍ରି — ତରଳ ପଦାର୍ଥ (ଯଥା—ପାଣିଆଗୁଡ଼) ପୂର୍ଣ୍ଣ ଥିବା ମାଠିଆ ଆଦିର ମୁହଁରେ ପାଗେ ଟାଣୁଆ ଗୁଡ଼ ଢାଳିବାଦ୍ୱାରା ମାଠିଆର ମୁହଁ ପାଖ ସ୍ତରକୁ କଠିନ କରାଇବା (ଯେପରି, ମାଠିଆକୁ ଅଣେଇଦେଲେ ମାଠିଆ ଭିତରର ତରଳ ଗୁଡ଼ ବୋହି ପଡ଼ିବ ନାହିଁ) — To spread a layer of thick molasses on the mouth of a jar full of thin or liquid molasses
- ଦେ. କ୍ରି — ଜଳାଶୟାଦିର ଜଳ ନିର୍ଗମନ ପଥକୁ ବନ୍ଧ ଆଦିଦ୍ୱାରା ବନ୍ଦ କରିବା — To stop the mouth of a tank by raising a bundh, so that water will not escape out of it