ମୁହଁ ଭାଙ୍ଗିବା Muhañ bhāṅgibā

  • ଦେ. କ୍ରି — କୌଣସି ବ୍ଯକ୍ତିର ଅଯଥା ଆସ୍ପର୍ଦ୍ଧା ବା ମୁଖରତାକୁ ଜବ୍ଦ କରିବା — To check a person's undue impudence
  • ଦେ. କ୍ରି — କୌଣସି ବ୍ଯକ୍ତିର ଅଯଥା ଆଶାକୁ ଭାଙ୍ଗି ଦେବା — To nip a person's undue hopes in the bud