ମୁହଁ ବଢ଼ାଇବା Muhañ baṟḍ̠ẖāibā
- ଦେ. କ୍ରି (ସଂ. ମୁଖ ଓ ବୃଦ୍ଧି) — ମୁହଁ କାଢ଼ିବା (ଦେଖ) — Muhañ kāṟḍ̠ẖibā (See)
- ଦେ. କ୍ରି (ସଂ. ମୁଖ ଓ ବୃଦ୍ଧି) — (ଗୋରୁ ଓଟ ଆଦି) ଖାଦ୍ୟ ଦ୍ରବ୍ୟକୁ ମୁହଁ ଭିତରକୁ ନେବା ପାଇଁ ସେଆଡ଼କୁ ମୁହଁ ଲମ୍ବାଇବା — To extend one's face to reach a food (said of cattle, camel etc)
- ଦେ. କ୍ରି (ସଂ. ମୁଖ ଓ ବୃଦ୍ଧି) — ଅନ୍ଯ ବ୍ଯକ୍ତିକୁ ଅଯଥା ପ୍ରଶ୍ରୟ ଦେବା — To give undue indulgence to a person
- ଦେ. କ୍ରି (ସଂ. ମୁଖ ଓ ବୃଦ୍ଧି) — ଭୃତ୍ୟ, ନୀଚ ଲୋକ ଓ ଶିଶୁମାନଙ୍କୁ ଅଯଥା ପ୍ରଶ୍ରୟ ବା ଆଦର ଦେବା ଦ୍ୱାରା ସେମାନଙ୍କ ଅବାଧ୍ୟତା ବା ଆସ୍ପର୍ଦ୍ଧା ବୃଦ୍ଧି କରାଇବା — To encourage a child's, servant's or inferior's disobedience or insolence by undue indulgence or fondling