ମୁହଁ ବୁଜିବା Muhañ bujibā

  • ଦେ. କ୍ରି — (ନିଜେ) ଚୁପ୍ ହେବା; କଥା ନ କହିବା — To be silent; to shut up one's
  • ଦେ. କ୍ରି — ଅନ୍ୟର ପାଟିରେ ହାତ ବା ବିଣ୍ଡା ଦେବାଦ୍ୱାରା ତାକୁ କଥା କୁହାଇ ନ ଦେବା — To gag a person's mouth
  • ଦେ. କ୍ରି — ନିଜର ହୃଦ୍ଗତଭାବ ପ୍ରକାଶ ନ କରିବା — Not to give vent to one's mind