ମୁହଁ ବନ୍ଦନ Muhñ bandana

  • ଦେ. ବି (ସଂ. ମୁଖବନ୍ଧନ) — ତନ୍ତ୍ରମନ୍ତ୍ରାଦିର ପ୍ରୟୋଗ ଦ୍ୱାରା ବାକ୍ଶକ୍ତିର ରୋଧ — Stoppage of a person's power of speech by employment of magical charm