ମୁହଁ ବନ୍ଦ କରିବା Muhañ banda karibā

  • ଦେ. କ୍ରି — ମୌନାବଲମ୍ବନ କରିବା; ଚୁପ୍ ରହିବା — To keep silent; to shut up one's lips; to close one's mouth
  • ଦେ. କ୍ରି — ଅନ୍ଯ ବ୍ଯକ୍ତିକୁ କଥା କହିବାକୁ ନ ଦେବା — Not to allow a person to speak
  • ଦେ. କ୍ରି — ଅନ୍ଯ ବ୍ଯକ୍ତିର ପାଟିରେ ବିଣ୍ଡା ବା ଠିପି ମାରିବା — To gag a person's mouth
  • ଦେ. କ୍ରି — ଉପଯୁକ୍ତ ଯୁକ୍ତି ଆଦି ଦ୍ୱାରା କୌଣସି ବ୍ଯକ୍ତିକୁ ଲଜ୍ଜିତ ଓ ନିରୁତ୍ତର କରାଇବା — To silence or a shame a person a person by reasonable arguments