ମୁହଁ ବଙ୍କାଇବା Muhañ baṅkāibā
- ଦେ. କ୍ରି (ସଂ. ମୁଖ ବକ୍ର) — ମୁଖକୁ ଗୋଟାଏ ପାଖକୁ ବକ୍ର କରିବା — To turn one's face to a side
- ଦେ. କ୍ରି (ସଂ. ମୁଖ ବକ୍ର) — କୌଣସି ବିଷୟରୁ ବିମୁଖ ହେବା — To be averse to a thing or object
- ଦେ. କ୍ରି (ସଂ. ମୁଖ ବକ୍ର) — ମୁଖ ବିକୃତି କରିବା; ମୁଖଭଙ୍ଗି କରିବା — To kind one's face
- ଦେ. କ୍ରି (ସଂ. ମୁଖ ବକ୍ର) — ମୁଖଭଙ୍ଗି ଦ୍ୱାରା ଅନାଦର ବା ଉପେକ୍ଷା ପ୍ରକାଶ କରିବା — To give vent to one's slight or disregard by facial expression