ମୁହଁ ଫେରେଇବା Muhañ phereibā

  • ଦେ. କ୍ରି — ଚାହିଁ ଥିବା ଦିଗରୁ ମୁଖକୁ ବୁଲାଇ ଅନ୍ଯ ଦିଗକୁ ମୁଖ କରିବା — To turn one's face from one side to a different side
  • ଦେ. କ୍ରି — ବିପରୀତ ଦିଗରେ ଗତି କରିବା — To move in an opposite direction
  • ଦେ. କ୍ରି — କୌଣସି ଆଡ଼କୁ ଅଭିମୁଖୀ ହେବା — To turn one's face towards any direction