ମୁହଁ ଫୁଲା Muhañ phulā

  • ଦେ. ବି (ସଂ. ମୁଖ+ସ୍ଫୀତ) — ଅଭିମାନରେ କ୍ରୋଧରେ ବା ଦୁଃଖରେ ମୁଖର ସ୍ଫୀତି; ଭ୍ରୁକୁଟି — Frown
  • ଦେ. ବିଣ. ପୁଂ — ଭ୍ରୁକୁଟିଯୁକ୍ତ — Scowling; frowning