ମୁହଁ ଫୁଲାଇବା Muhañ phulāibā

  • ଦେ. କ୍ରି — କ୍ରୋଧ ଶୋକ ବା କ୍ରନ୍ଦନ ଯୋଗୁଁ ମୁହଁକୁ ସ୍ଫୀତ କରିବା — To scowl; to have frowning face (due to anger or weeping)
  • ଦେ. କ୍ରି — ମୁହଁ ବିରସ କରିବା — To have a pale of sad face