ମୁହଁ ପୋଡ଼ା Muhañ poṟḍ̠ā
- ଦେ. ବି — ଯେଉଁ ମନ୍ତ୍ର ବା ଅଭିଚାର ପ୍ରୟୋଗ ବଳରେ କୌଣସି ବ୍ଯକ୍ତି ଅନ୍ୟ ବ୍ଯକ୍ତି (ଯଥା— ଆପଣା ପୁଅ, ସ୍ତ୍ରୀ, ସ୍ୱାମୀ, ବନ୍ଧୁ ପ୍ରଭୃତି) ପ୍ରତି ଏପରି ବିରକ୍ତ ହୁଏ ଯେ, ସେ ତାହା ମୁହଁ ସୁଦ୍ଧା ଚାହେଁ ନାହିଁ — The charm, by applying which one becomes so disgusted with one's near relatives, such as son, wife, husband or other dear one,-that he does not look at their face
- ଦେ. ବି — (।ଥା—ସେ ଅମୁକ ବ୍ଯକ୍ତିକୁ ମୁହଁ— ପୋଡ଼ା କରିଛି।)