ମୁହଁ ପାଣି ମୁହଁରେ ମରିବା Muhañ pāṇi muhañre maribā
- ଦେ. ବି — ନିଷ୍ପ୍ରଭ ବା ଅପ୍ରତିଭ ହେବା; ବାହାଦୁରି ବା ଦାମ୍ଭିକତା ପୂର୍ଣ୍ଣ ଉକ୍ତିର ଯଥାର୍ଥ ଉତ୍ତର ପାଇବା ଦ୍ୱାରା ଲଜ୍ଜିତ ହେବା — Becoming erest-fallen after getting proper reply to an imprudent speech; the state of being discomfited;
- ଦେ. ବି — [ଯଥା—ମୁଁ ଅମୁକ ବିଷୟରେ
- ଦେ. ବି — (ମୁହଁ ପାଣି ମୁହଁରେ ମାରିବା—କ୍ରିୟା ରୂପ)
- ଦେ. ବି — ତର୍କ କରିବାକୁ ଅମୁକଙ୍କ ଠାକୁ ଯାଇଥିଲି, କିନ୍ତୁ ସେଠାରେ ତାଙ୍କ ଅଗାଧ ପାଣ୍ଡିତ୍ୟ ଦେଖି ମୋର ମୁହଁ ପାଣି ମୁହଁରେ ମଲା, ମୁଁ ତର୍କ ନ କରି ଫେରି ଆସିଲି।]
- ଦେ. ବି — ଜବତ୍ ହେବା; ଶିକ୍ଷା ପାଇବା — Learning a lasting lesson
- ଦେ. ବି — ଲଜ୍ଜିତ ହେବା — Being ashamed
- ଦେ. ବି — ଅକୃତ— କାର୍ଯ୍ୟ ହେବା — To be unsccessful