ମୁହଁ ନିରିଖିବା Muhañ nirikhibā

  • ଦେ. କ୍ରି (ସଂ. ମୁଖ ନିରୀକ୍ଷଣ) — ଅନ୍ୟର ମୁଖକୁ ଯତ୍ନପୂର୍ବକ, ସ୍ନେହପୂର୍ବକ ବା ମନୋନିବେଶପୂର୍ବକ ଦେଖିବା — To look attentively at a person's face
  • ଦେ. କ୍ରି (ସଂ. ମୁଖ ନିରୀକ୍ଷଣ) — ପ୍ରିୟ ବ୍ଯକ୍ତିର ମୁଖ ଦର୍ଶନ କରିବା — To look at the face of one's beloved