ମୁହଁ ନିକିଟିବା Muhañ nikiṭibā

  • ଦେ. କ୍ରି — ଦାନ୍ତ ନିକୁଟିବା; ମୁଖକୁ ଈଷତ୍ କୁଞ୍ଚିତ କରିବା — To slightly show the teeth while speaking
  • ଦେ. କ୍ରି — (ଲକ୍ଷାଣର୍ଥ) ଅନୁନୟ ବିନୟ କରିବା — To request humbly