ମୁହଁ ନ ଚାହିଁବା Muhañ na chāhiñbā

  • ଦେ. କ୍ରି — ଦୋଷ ବା ଅପରାଧ କରିଥିବା ବ୍ଯକ୍ତିକୁ ନ ଦେଖିବା — Not to look at the face of an offending person
  • ଦେ. କ୍ରି — [ଦ୍ର—ଦୋଷୀର ବା ଅପରାଧୀର ଉପସ୍ଥିତିଦ୍ୱାରା କ୍ରୋଧର ବା ଦୁଃଖର ଉଦ୍ରେକ ହେବ ବୋଲି ତାହାର ମୁଖାବଲୋକନ ନିଷିଦ୍ଧ। ଏଥିପାଇଁ ରାଜସଭାରେ ଅପରାଧୀ ବ୍ଯକ୍ତିକୁ 'ଦୁଆର ମନା' ବା 'ଛାମୁ ମନା' ଦଣ୍ଡ ଦିଆଯାଏ।]