ମୁହଁ ଧରେଇବା Muhañ dhareibā

  • ଦେ. କ୍ରି — ଉପଦଂଶ ରୋଗାଦିଜନିତ ଶରୀରା— ଭ୍ୟନ୍ତରସ୍ଥ ବିଷକୁ ମୁହଁ ବାଟେ ଲାଳ ସହିତ ବାହାର କରାଇବା ପାଇଁ ପାରଦଘଟିତ ଔଷଧ ପ୍ରୟୋଗପୂର୍ବକ ରୋଗୀର ମୁହଁକୁ ଫୁଲାଇବା — To cause one's face to be swollen and make one's mouth salivate by the application of mercurial medicine to extracting venereal poison from the body